SUNDERAKANDA (Sita Thaba) ସୁନ୍ଦରାକାଣ୍ଡ (ସୀତାଠାବ)
Get notified when this item comes back in stock.

SUNDERAKANDA (Sita Thaba) ସୁନ୍ଦରାକାଣ୍ଡ (ସୀତାଠାବ) (Paperback, Parasuram Mohapatra)

Share

SUNDERAKANDA (Sita Thaba) ସୁନ୍ଦରାକାଣ୍ଡ (ସୀତାଠାବ)  (Paperback, Parasuram Mohapatra)

4.5
10 Ratings & 1 Reviews
₹619
620
i
Sold Out
This item is currently out of stock
Author
Read More
Highlights
  • Binding: Paperback
  • Publisher: AUM Foundation
  • Genre: Hinduism/Spiritual & Scripturals
  • ISBN: 9789391510879
  • Edition: 1
  • Pages: 592
Seller
BOOKNETZ
3.6
  • 7 Days Replacement Policy
    ?
  • See other sellers
  • Description
    ବାଲ୍ମିକୀ ରାମାୟଣ ଆଗରୁ ପଢ଼ିଥିଲି । କିନ୍ତୁ ସନ୍ଥ ବଳରାମ ଦାସଙ୍କ ଜଗମୋହନ ରାମାୟଣ ବା ଦାଣ୍ଡୀ ରାମାୟଣ ପଢ଼ି ନଥିଲି । କିନ୍ତୁ ଏଇ ଅନ୍ତିମ ଅବସ୍ଥାରେ ତାକୁ ପଢ଼ିବାପାଇଁ କିଏଜଣେ ପେଟଭିତରେ ଥାଇ ପ୍ରେରଣା ଦେଲା । ପଢ଼ିଲି । ଏହା ଅଧିକାଂଶ ସ୍ଥଳରେ ଯତିପାତ ହୁଏ ନାହିଁ । ବାଲ୍ମିକୀ ରାମାୟଣର ଓଡିଆ ଅନୁବାଦ ହେଲେ ମଧ୍ୟ ମାଆ ସୀତାଙ୍କୁ ରାବଣ ସ୍ପର୍ଶ କରିଥିବା ସନ୍ଥ ବଳରାମ ଦାସ ସ୍ୱୀକାର କରିନାହାନ୍ତି । ଏହାହିଁ ଏହି ଦାଣ୍ଡୀ ରାମାୟଣର ବିଶେଷତ୍ୱ । ଏହା ଏତେ ଗାଉଁଲି ଭାଷାରେ ଲିଖିତ ଯେ ପଢ଼ିଲେ ଅଧିକାଂଶ ସମୟରେ ରୋମାଞ୍ଚ ଜାତହେବା ସଙ୍ଗେ ସଙ୍ଗେ ଆପେ ଆପେ ଚକ୍ଷୁକୁ ଲୋତକ ଆସିଯାଏ ଏବଂ କଣ୍ଠ ବାଷ୍ପରୁଦ୍ଧ ହୋଇଯାଏ । ସ୍ଥଳ ବିଶେଷରେ ଆନନ୍ଦାଶ୍ରୁ ନିର୍ଗତ ହୋଇ ପଠନରେ ବାଧା ଉପୁଜେ । ଏହିପରି ବିକାରଗ୍ରସ୍ତ ଅବସ୍ଥାରେ ତାକୁ ସମାପ୍ତ କରିବାପରେ ସୁନ୍ଦରାକାଣ୍ଡର ବିଷୟବସ୍ତୁ ମନକୁ ଛୁଇଁଲା । କେବଳ ଛୁଇଁଲା ନାହିଁ ଯେ, ଜଗତକର୍ତ୍ତା ଶ୍ରୀରାମãନ୍ଦ୍ରଙ୍କର କାରୁଣ୍ୟ ତଥା ସାମାନ୍ୟ ବକଠାରୁ ଭର୍ତ୍ସନା ଓ ଜଗଜ୍ଜନନୀ ଶକ୍ତିମୟୀ ମାଆ ଜନକନନ୍ଦିନୀଙ୍କର ଅସହାୟ ଅବସ୍ଥା ହୃଦୟ ତନ୍ତ୍ରୀକୁ ଥରାଇଦେଲା । ଏପରିକି ମହାଶକ୍ତିବାନ୍‌ ହନୁମନ୍ତ ମଧ୍ୟ ସୀତାଙ୍କ ଦୁଃଖରେ ଅଧୀର ହୋଇପଡି ଚକ୍ଷୁରୁ ଲୋତକ ଢ଼ାଳିଦେଇଥିଲେ ଏବଂ କହିଥିଲେ--ଶ୍ରୀରାମଙ୍କ ଆଜ୍ଞାଥିଲେ ସେ ଦଶାନନର ମୁଣ୍ଡମୋଡି ସୀତାଙ୍କୁ କାନ୍ଧରେ ବସାଇ ମାଲ୍ୟବନ୍ତକୁ େନଇଯାଇଥାନ୍ତା କିନ୍ତୁ ତାହା ବିଧିନିର୍ଦ୍ଦିଷ୍ଟ ନଥିବାରୁ ସେ କ୍ରୋଧାନ୍ୱିତ ହୋଇ ଲଙ୍କାକୁ ପୋଡିଦେଇ ରାବଣ ମସ୍ତକରୁ ମୁକୁଟ ଛଡାଇେନଇ ସୀତାଙ୍କ ମସ୍ତକରୁ ମଣି େନଇ ଫେରିଗଲେ ପଛେ, ନିଜ କ୍ଷମତାର ଅପବ୍ୟବହାର କରି ନଥିଲେ ତଥା ସୀତାଙ୍କର ଦୁଃଖର ଲାଘବ କରିପାରି ନଥିଲେ । ଏହି ରାମାୟଣର ବିଷୟବସ୍ତୁକୁ ନେଇ ସ୍ୱାମୀ ବିବେକାନନ୍ଦ ମଧ୍ୟ କହିଥିଲେ ଯେ ଭବିଷ୍ୟତରେ ଅେନକ ଶ୍ରୀରାମ ଜନ୍ମ େନଇପାରନ୍ତି କିନ୍ତୁ ଦ୍ୱିତୀୟ ସୀତା ଜନ୍ମହେବା ସମ୍ଭବ ନୁହେଁ ।
    Read More
    Ratings & Reviews
    4.5
    10 Ratings &
    1 Reviews
    • 5
    • 4
    • 3
    • 2
    • 1
    • 8
    • 1
    • 0
    • 0
    • 1
    5

    Worth every penny

    Nice
    READ MORE

    Sangeeta Pattnaik

    Certified Buyer, Cuttack

    Jan, 2024

    0
    0
    Report Abuse
    Be the first to ask about this product
    Safe and Secure Payments.Easy returns.100% Authentic products.
    You might be interested in
    Medical And Nursing Books
    Min. 50% Off
    Shop Now
    Finance And Accounting Books
    Min. 50% Off
    Shop Now
    Other Self-Help Books
    Min. 50% Off
    Shop Now
    Economics Books
    Min. 50% Off
    Shop Now
    Back to top